ଆସନ୍ତୁ ଭେଟିବା ପ୍ରଭୁ ଶ୍ରୀ ରାମଙ୍କ ବଂଶଜଙ୍କ ସହ, ଏମିତି ରହିଛି ଏହି ରାଜକୀୟ ପରିବାରର ଲାଇଫଷ୍ଟାଇଲ

ଭାରତ ର ସ୍ୱାଧୀନତା ପରେ ରାଜସାହି ପରମ୍ପରା ଓ ରାଜ ବଂଶ ର ପୁର୍ଣ ଛେଦ ପଡିଯାଇଛି I କିନ୍ତୁ ଆଜି ମଧ୍ୟ ଏପରି କିଛି ରାଜବଂଶ ଭାରତ ରେ ରହିଛନ୍ତି ଯାହାଙ୍କ ର ରାଜକୀୟ ଠାଣି ରୁ ଜଣାଯାଇଥାଏ , ଏଥି ମଧ୍ୟ ରୁ ଜଣେ ହେଉଛନ୍ତି ଜୟପୁର ର ରାଜବଂଶ ଯାହାଙ୍କ ସମ୍ପର୍କ ରେ ଆଜି ଆମେ ଆପଣ ଙ୍କୁ ବିସ୍ତାର ରେ କହିବାକୁ ଯାଉଛୁ I

ଏହା ହେଉଛି ଜୟପୁର ର ରାଜବଂଶ

ସୂଚନା ଅନୁସାରେ ଆଜି ଆମେ ଏକ ଲୋକପ୍ରିୟ ରାଜବଂଶ ସମ୍ପର୍କ ରେ ଆଲୋଚନା କରିବାକୁ ଯାଉଛୁ I ଏହି ରାଜବଂଶ ର ରାଣୀ ପଦ୍ମାବତି ଦେବୀ ବିଗତ ଦିନ ରେ ଏକ ଇଂରାଜୀ ନ୍ୟୁଜ ଚାନେଲ ରେ ଏକ ଇଣ୍ଟରଭିୟୁ ଦେଇଥିଲେ ଏବଂ ଏହା କହିଛନ୍ତି କି ସେ ଭଗବାନ ଶ୍ରୀ ରାମ ଙ୍କ ପୁଅ କୁଶ ଙ୍କ ର ବଂଶଜ ଅଟନ୍ତି I ଏବଂ ତାଙ୍କ ସ୍ୱାମୀ ମହାରାଜା ଭବାନୀ ସିଂ କୁଶ ଙ୍କ ର 309 ନମ୍ବର ବଂଶଜ ଅଟନ୍ତି I 21 ଅଗଷ୍ଟ 1912 ରେ ମହାରାଜା ମନସିଂ ତିନି ଗୋଟି ବିବାହ କରିଥିଲେ ପ୍ରଥମ ବିବାହ ଯୋଧପୁର ର ମହାରାଜ ଙ୍କ ଭଉଣୀ ମୁରଭର ଙ୍କୁ ସେ ସମୟ ରେ ତାଙ୍କ ବୟସ 12 ବର୍ଷ ର ଥିଲା ଏବଂ ଦ୍ୱିତୀୟ ବିବାହ ନିଜ ପତ୍ନୀ ଙ୍କ ର ଭାଣିଜୀ ଙ୍କୁ 1932 ରେ କରିଥିଲେ ଏବଂ ତୃତୀୟ ବିବାହ ଗାୟତ୍ରୀ ଦେବୀ ଙ୍କୁ କରିଥିଲେ I ତେବେ ମହାରାଣୀ ପଦ୍ମାବତୀ ମହାରାଜା ମନସିଂ ଙ୍କ ର ପ୍ରଥମ ପତ୍ନୀ ଙ୍କ ର ବଡ଼ ପୁଅ ଭବାନୀ ସିଂ ଙ୍କ ର ପତ୍ନୀ ଅଟନ୍ତି I

ଦିୟା କୁମାର

ମହାରାଜା ଭବାନୀ ସିଂ ଙ୍କ ର ରାଣୀ ଙ୍କ ର କୌଣସି ପୁତ୍ର ସନ୍ତାନ ନ ହେବା କାରଣ ରୁ ସେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ I 2011ରେ ମହାରାଜା ଙ୍କ ର ନିଧନ ପରେ ପାଗଧାମ ସିଂ ମହାରାଜା ରୂପେ ଅଧିଷ୍ଠିତ ହେଇଥିଲେ I ଏବଂ ଆଜି ମଧ୍ୟ ନିଜ ର ରାଜକୀୟ ଢଙ୍ଗି ରେ କୌଣସି ଗୁଣ ରେ କମ ନୁହନ୍ତି I

Leave a Reply

Your email address will not be published. Required fields are marked *