ବିବାହ ପୁର୍ବରୁ ଗୋଟେ ଖଟରେ ଶୋଇଲେ ବର କନିଆଁ, ଶୋଇବାର କାରଣ ଜାଣିଲେ ଗର୍ବରେ ଆପଣଙ୍କ ଛାତି ହୋଇଯିବ ଚଉଡା

ଆଜିକାଲି ବିବାହ ର ମାହୋଲ ଚାରିଆଡେ ଦେଖିବାକୁ ମିଳୁଛି I ପ୍ରତୋକ ବ୍ୟକ୍ତି ଙ୍କ ର ଇଚ୍ଛା ଥାଏ କି ତାଙ୍କ ର ବିବାହ ବଡ଼ ଧୁମ ଧାମ ରେ ହେଉ I ଏହି ସ୍ୱପ୍ନ କୁ ପୁରା କରିବା ପାଁଇ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି I ବିବାହ ରେ ଅନେକ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହେଇଥାଏ , ଦାମୀ ସାଜ ଶଯ୍ୟା ମଧ୍ୟ ହେଇଥାଏ I ଦାମୀ ଗିଫ୍ଟ ଓ ଅନେକ କିଛି ମଧ୍ୟ ଦିଆ ଯାଇଥାଏ I ତେବେ ଜୀବନ ର ଏହି ମୋଡ଼ ରେ ସମାଜ ର ଲୋକେ ବି କିଛ କରିବା ଉଚିତ I

ତେବେ ଦୁନିଆ ର ପ୍ରତୋକ ମଣିଷ ବି ସମାନ ନ ଥାନ୍ତି I ଏଠାରେ ଆମେ କିଛି ବହୁତ ଭଲ ଲୋକେ ବି ଅଛନ୍ତି ଏବଂ ସେହି ଲୋକେ ସମାଜ ର ଭଲ ମନ୍ଦ ସମ୍ପର୍କ ରେ ବି ଚିନ୍ତା କରିଥାନ୍ତି I

ତେବେ ଏହି ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର ଉଜେନ ର ଏକ ସହର I ତେବେ ଏହି ଡୁଲହା ବିବାହ ରେ କିଛି ଅଲଗା କରିବାର ଇଚ୍ଛା ରଖିଥିଲା I ଏବଂ ବିବାହ ପୂର୍ବ ରୁ ସେ କିଛି ଏପରି କରିଥିଲା ଯାହା କି ସେ ଖୁବ ଚର୍ଚା ରେ ରହିଥିଲା I

ତେବେ ଡୁଲହା ଦୁଲହନ ଯେମିତି ବିବାହ ସାରିଛନ୍ତି ସେମନେଇ ଏକ ଡାକ୍ତରୀ ଦଳ ଆସି ପହଂଚି ଯାଉଛି I ଡୁଲହା ସମସ୍ତଙ୍କୁ ଶାନ୍ତ କରି ନିଜ ମନ କଥା ସମ୍ପର୍କ ରେ ଜଣାଇଥିଲା I ସେ କହିବା ଅନୁସାରେ ଏଠାରେ ଉପସ୍ଥିତ ସମସ୍ତ ଲୋକେ ସ୍ଵଇଚ୍ଛା ରେ ନିଜ ର ରକ୍ତଦାନ କରିପାରିବେ I

ଏହା ପରେ ଡୁଲହା ଙ୍କ କଥା ରଖି କିଛି ଲୋକେ ନିଜ ର ରକ୍ତ ଦାନ କରିଥିଲେ ଏବଂ ଏହା ପରେ ଡୁଲହା ଦୁଲହନ ସହ ମିଶିକି ନିଜ ର ବି ରକ୍ତ ଦେଇଥିଲେ I

ଡୁଲହା ଙ୍କ ର ଏହି ହରକତ ରେ ପ୍ରଥମେ ସବୁ ଲୋକେ ଆଶ୍ଚଯ୍ୟ ଥିଲେ ଏବଂ ପ୍ରତୋକ ଲୋକଙ୍କୁ ନିଜ ଇଚ୍ଛା ସମ୍ପର୍କ ରେ ସେ କହିଥିଲେ ଏହା ପରେ ପ୍ରତୋକ ଲୋକେ ଖୁସି ହେଇଯାଇଥିଲେ I ଏବଂ ଏହି କାରଣ ରୁ ଏହି ବିବାହ ବର୍ତମାନ ବେଶ ଚର୍ଚା ରେ ରହିଛି I

Leave a Reply

Your email address will not be published. Required fields are marked *