ଯେଉଁ ଜିଲ୍ଲାରେ ବାପା ଅଛନ୍ତି ଜଣେ ମାମୁଲି ହାବିଲଦାର, ଏବେ ସେହି ଜିଲ୍ଲାର ସଂଚାଳକ ହେବେ ତାଙ୍କ IPS ପୁଅ

ଏକ ପିତା ପାଁଇ ଏହା ତ ଗର୍ବ ର ବିଷୟ ଯେତେବେଳେ ପିତା ଙ୍କ ଠାରୁ ପୁତ୍ର ଉଚ୍ଚପଦବୀ ରେ ରୁହନ୍ତି I ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଲଖନଉ ରେ I ସେଠାରେ ପିତା ତାଙ୍କ ପୁତ୍ର ଙ୍କୁ ଜୟହିନ୍ଦ ସର କହୁଛନ୍ତି କିନ୍ତୁ ସେହି ପୁତ୍ର ତାଙ୍କ ପିତା ଙ୍କ ର ଘରେ ପାଦ ଛୁଇଁ ଅଶରିବାଦ ନେଉଛନ୍ତି I

ସହର ରେ ବିଭୁତିଖଣ୍ଡ ଥାନା ରେ ଥିବା କନେଷ୍ଟବଳ ଜନାର୍ଦନ ସିଂ ଙ୍କ ର ପୁଅ IPS ଅଟନ୍ତି I ଲକ୍ଷ୍ନୌ ଜିଲ୍ଲା ରେ ହିଁ ତାଙ୍କ ପିତା ଙ୍କ ପାଖ ରେ ତାଙ୍କ ପୁଅ ଙ୍କ ର ପୋଷ୍ଟିଙ୍ଗ ହେଇଚି I ଏବଂ ପିତା ବର୍ତମାନ ତାଙ୍କ ପୁଅ ଙ୍କ ର ନିର୍ଦେଶ ଅନୁସାରେ କାମ କରୁଛନ୍ତି I ଏବଂ ଏହା କୁ ନେଇ ତାଙ୍କ ପିତା ଜନାର୍ଦନ ସିଂ ଖୁବ ଗର୍ବିତ ଅଟନ୍ତି I ଡ୍ୟୁଟି ରେ ସେ ତାଙ୍କ ପୁଅ ଙ୍କୁ ସଲ୍ୟୁଟ ବି କରିଥାନ୍ତି I କାରଣ ସେ ତାଙ୍କ ର କାର୍ତ୍ୟବ୍ୟ ପାଳନ କରୁଛନ୍ତି I IPS ଅନୁସ କହିଛନ୍ତି କି ସେ ନିଜ ପିତା ଙ୍କ ର ସଂସ୍କାର ପାଳନ କରିଛନ୍ତି ଏବଂ ଇଲ୍ଲାହାବାଦ ୟୁନିଭର୍ସିଟି ରେ ଗ୍ରାଜୁଏସନ କରି ପାଠ ପଢି ଏପରି ପଦବୀ ରେ ଅଛନ୍ତି I

ତାଙ୍କ ପିତା ଙ୍କ କହିବା ଅନୁସାରେ ଯେଏନୟୁ ରେ ଭଲ ପାଠ ପଡ଼ିବାକୁ ତାଙ୍କ ପୁଅ ଙ୍କୁ ସ୍କଲାରସିପ ବି ମିଳିଥିଲା ଏବଂ ସେ ଏହି ଟଙ୍କା କୁ ଘରେ ଦେଇଦେଇଥାନ୍ତି I ଜନାର୍ଦନ ସିଂ ଙ୍କ ର ପରିବାର ରେ ତାଙ୍କ ପତ୍ନୀ କାଞ୍ଚନ , ଝିଅ ମଧୁ ଓ ବୋହୁ ଅଂଶୁଳ ଅଛନ୍ତି I ପୁଅ ଅଧିକାରୀ ପଦବୀ ରେ ଅଛନ୍ତି ତେଣୁ ସେ ନିଜ ର ସରକାରୀ ବାସ ଭବନ ରେ ରୁହନ୍ତି I

Leave a Reply

Your email address will not be published. Required fields are marked *