ଯୌତୁକ ଲୋଭି ବର ସାମ୍ନାରେ ପିତା ଙ୍କୁ କାନ୍ଦୁ ଥିବାର ଦେଖି କନିଆଁ କରିଲେ ଏପରି, ଯାହାକୁ ଜାଣିଲା ପରେ ଲୋକେ ତାଙ୍କୁ କରୁଛନ୍ତି ସଲାମ

ଭାରତର ଯୁବପିଢ଼ି ଯେତେ ଶିକ୍ଷିତ ହୁଅନ୍ତୁ ନା କାହିଁକି ଆଜି ବି ସେମାନେ ଆମର ଭାରତୀୟ ସଂସ୍କୃତିକୁ ପାଳନ କରିଥାନ୍ତି I ଏହି ବୈବାହିକ ପ୍ରଥା ଭାରତୀୟ ସମାଜ ରେ ଅନେକ ଯୁଗ ରୁ ଚାଲି ଆସୁଛି I ତେବେ ଏହି ବିବାହ ରେ କିଛି ଲୋଭି ଲୋକେ ଅଛନ୍ତି ଯେଉଁମାନେ ଯୌତୁକ ପରି ଘଟଣା କୁ ମଝିରେ ଟାଣିଥାନ୍ତି I

ତେବେ ଆଜି ବି ଆମେ ଅନେକ ସମୟ ରେ ନାରୀ ଯୌତୁକ ନିର୍ଯ୍ୟାତନା ପରି ଘଟଣାମାନ ଶୁଣିଥାଉ I ଏହି ଯୌତୁକ ଅନେକ ଝିଅ ଙ୍କୁ ମରଣ ମୁହଁ କୁ ଠେଲି ଦେଇଛି I ତେବେ ବିଗତ ଦିନ ରେ ଜଣେ ଯୁବତୀ ଏହି ପ୍ରଥା କୁ ବିରୋଧ କରିବାକୁ ଯାଇ ଏପରି ଏକ ନିଷ୍ପତି ନେଇଛନ୍ତି I

ତେବେ ଏହି ଘଟଣା ଟି ରାଜସ୍ତାନ ର ଝୁଝୁଣ ର ମେଘପୁର ଗାଁ ର I ଯେଉଁଠାରେ ମହୀପାଳ ସିଂ ଖାଡାଙ୍କର ଝିଅ ପ୍ରିୟଙ୍କା ଯୌତୁକ ବିରୋଧ ରେ ଏପରି ସାହାସିକତା ଦେଖାଇଛନ୍ତି ଯାହା କି ପ୍ରତୋକ ନାରୀ ଙ୍କ ପାଁଇ ଏକ ପ୍ରେରଣା ହେଇଯାଇଛନ୍ତି I ତେବେ ଏହି ଝିଅ ଙ୍କ ର ସାହାସିକତା ଦେଖି କେହି ବି ତାଙ୍କୁ ସଲାମି କରିବେ I

ତେବେ ପୁଅ ଘର କିଛି ଡିମାଣ୍ଡ ରଖିଥିଲେ ଏହି ବିବାହ କୁ ନେଇ ତାହା ହେଲା 25 ଲକ୍ଷ ନଗଦ ଟଙ୍କା 10 ତୋଳା ର ସୁନା ଚେନ ଆଦି I ତେବେ ପ୍ରିୟଙ୍କା ଙ୍କ ର ପିତା ଙ୍କ ପାଁଇ ଏହା ଏତେ ସହଜ ନ ଥିଲା I ତେବେ ଏପରି ସମୟ ରେ ସେ ବର ସମୁଖ ରେ ହାତ ଗୋଡ଼ ଯୋଡ଼ିଥିଲେ I କିନ୍ତୁ ଆଶିଷ ପ୍ରିୟଙ୍କା ର ପିତା କିସସହ ଙ୍କୁ କ୍ଷମା ମାଗି ନ ଥିଲେ I ମହୀପାଳ ସିଂ ନିଜ ପଗଡି ବି ଆଶିଷ ଙ୍କ ଗୋଡ଼ ପାଖ ରେ ରଖିଦେଇଥିଲେ I ତେବେ ଏହା ଦେଖି ପ୍ରିୟଙ୍କା ରାଗି ଯାଇଥିଲେ ଏବଂ ବିବାହ କରିବାକୁ ମନା କରିଦେଇଥିଲେ I

ପ୍ରିୟଙ୍କା ତାଙ୍କ ପିତା ଙ୍କ ର ସବୁଠାରୁ ଗେଲ୍ହା ଝିଅ ଅଟନ୍ତି I ତେବେ ଏହି ପରିବାର ଏତେ ଲୋଭି ହେବାର ଦେଖି ସେ ବିବାହ ପାଁଇ ମନା କରିଦେଇଥିଲେ I

ତେବେ ପ୍ରିୟଙ୍କା ଙ୍କ କହିବା ଅନୁସାରେ ସେ ଯେଉଁ ବ୍ୟକ୍ତି ଙ୍କୁ ନିଜ ଜୀବନସାଥୀ କରିବାକୁ ଚାହୁଁଥିଲେ ସେହି ବ୍ୟକ୍ତି ତାଙ୍କ ପଇସା ରେ ମତଲବ ରଖିଥିଲା I ତେବେ ଏପରି ଲୋଭି ପୁରୁଷ ଙ୍କୁ ବିବାହ କରିବା ଉଚିତ ନୁହେ , ତେବେ ଏହି ସମୟ ରେ ପ୍ରିୟଙ୍କା ବିବାହ ରେ ମନା କରିବା ରୁ ବରଯାତ୍ରୀ ଖାଲି ରେ ଫେରିଥିଲେ I ଏହା ପରେ ତାଙ୍କ ସମ୍ପର୍କୀୟ ଙ୍କ ମଧ୍ୟ ରେ କମଳ ନାମକ ଜଣେ ବ୍ୟକ୍ତି ଙ୍କ ସହ ତାଙ୍କ ର ପ୍ରେମ ହେଇଥିଲା ଓ ବିବାହ ହେଇଥିଲା I

Leave a Reply

Your email address will not be published. Required fields are marked *