ବିବାହରେ ଖର୍ଚ୍ଚ କରିଦେଲେ 80 ଲକ୍ଷ ଟଙ୍କା ,50 ଲକ୍ଷ ଟଙ୍କାରେ କିଣିଲେ ଅଡ଼ି କାର, ବରଯାତ୍ରୀ ପାଁଇ ନେଲେ ଦୁଇଟି ହେଲିକପ୍ଟର, ତାପରେ ହେଲା ଏପରି ଅବସ୍ଥା

ଆଜି ଆମେ ଆପଣ ଙ୍କୁ କିଛି ଏପରି ଖବର ସମ୍ପର୍କ ରେ କହିବାକୁ ଯାଉଛୁ ଯାହା କୁ ଜାଣିବା ପରେ ଆପଣ ବି ଆଶ୍ଚଯ୍ୟ ହେବେ I ଯେଉଁ ବ୍ୟକ୍ତି ଯେତେ ରୋଜଗାର କରିଥାଏ ସେହି ବ୍ୟକ୍ତି ସେହି ଅନୁପାତ ରେ ଇନକମ ଟ୍ୟାକ୍ସ ଦେଇଥାଏ I ତେବେ ଆପଣ ଭାବୁଥିବେ ଇନକମ ଟ୍ୟାକ୍ସ କଥା ଆମେ କଣ ପାଁଇ କହୁଚୁ I କାରଣ ଲୋକେ ତ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି କିନ୍ତୁ କିଛି ଲୋକେ ଅଛନ୍ତି ଯେଉଁମାନେ ଇନକମ ଟ୍ୟାକ୍ସ ଦେବା ସମୟ ରେ ଦୁଇ ରୁ ଆଠ ହଜାରେ ହିଁ ଦେଇଥାନ୍ତି I

ଏହି ବ୍ୟକ୍ତି ଙ୍କ ର ନାମ ମୋହନ ସିଂ ଅଟେ I ସେ ନିଜ ର ଏକମାତ୍ର ପୁଅ କୁ ବିବାହ ସମୟ ରେ ଏକ ଅଡ଼ି ଗାଡି ଉପହାର ରେ ଦେଇଥିଲେ ଏବଂ ନିଜ ବୋହୁ ଙ୍କ ର ବିଦାଇ ସମୟ ରେ ହେଲିକାପ୍ଟର ରେ ବିଦା କରାଇଥିଲେ I ତେବେ ଏହି ବ୍ୟକ୍ତି କେବଳ 8 ହଜାରେ ଟଙ୍କା ଟ୍ୟାକ୍ସ ଦେଇ କିପରି ଏତେ ଧନୀ ହେଇଗଲା I ଏହି କାରଣ ରୁ ତାଙ୍କ ଉପରେ ଇନକମ ଟ୍ୟାକ୍ସଡିପାର୍ଟମେଟ ଅନେକ ଦିନ ରୁ ନଜର ରଖିଥିଲା I

ଫଗୁଣା ନିଜ ପୁଅ ର ବିବାହ ମାର୍ଚ୍ଚ ମାସ ରେ କରିଥିଲେ I ତେବେ ଆୟକର ବିଭାଗ ଏହି ବିବାହ ର ଆକଳନ ମୋଟ 80 ଲକ୍ଷ ବୋଲି କହିଛନ୍ତି I ଏବଂ ଜୁଲାଇ ମାସ ରେ ଏସଏସମେଣ୍ଟ ରେ ଇନକମ ଟ୍ୟାକ୍ସ ଡିପାର୍ଟମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ I ଆପଣ ଶୁଣି ଆଶ୍ଚଯ୍ୟ ହେବେ କି ଫଗୁନା ପୁଅ ବିନୋଦ ବରଯାତ୍ରୀ ରେ ଯାଇଥିଲେ ଯେଉଁଠାରେ କି ହେଲିକପ୍ଟର ବନଦେବସ୍ଥ ଥିଲା ଏବଂ ଯାହା ର ମୂଲ୍ୟ 24 ଲକ୍ଷ ଟଙ୍କା ଥିଲା I

ଏପରି ବ୍ୟାୟବହୁଳ ଖର୍ଚ୍ଚ କୁ ଦେଖି ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ସବୁ ହିସାପ ମାଗିଥିଲେ ଏବଂ ତାଙ୍କ ର ରୋଜଗାର ସମ୍ପର୍କ ପଚାରି ବୁଝିଥିଲେ I କାରଣ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଙ୍କୁ ତାଙ୍କ ର ରୋଜଗାର ସମ୍ପର୍କ ରେ ଟିକେ ସନ୍ଦେହ ହେଇଥିଲା I

ବ୍ରହଲଲ ଫଗୁଣ ଥରେ ଦୁଇଥର ବି ଇନକମ ଟ୍ୟାକ୍ସ ଅଫିସ ରେ ବି ହାଜିରା ଦେଲେନି I ତେବେ ସେ କିଛି ଏପରି କଥା କୁ ଲୁଚାଉଛନ୍ତି ଯାହା ତ ଜଣାପଡିଗଲାଣି I ଏବଂ ତାଙ୍କ ବିଷୟ ରେ ଆହୁରି ଇନକ୍ୱାରୀ ହେବାରୁ ଜଣାଯାଇଥିଲା କି ସେ କେବଳ ୮ ହଜାରେ ଟଙ୍କା ହିଁ ଇନକମ ଟ୍ୟାକ୍ସ ଦେଉଛନ୍ତି I

Leave a Reply

Your email address will not be published. Required fields are marked *